33.1 C
Bhubaneswar
Wednesday, April 24, 2024
Homeଓଡିଶାଜାନୁଆରୀ ୧୫ ତାରିଖ ସୁଦ୍ଧା ଚୂଡାନ୍ତ ହେବ ପରୀକ୍ଷା କେନ୍ଦ୍ର

ଜାନୁଆରୀ ୧୫ ତାରିଖ ସୁଦ୍ଧା ଚୂଡାନ୍ତ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇସାରିଛି । ଏବେ ଏ ନେଇ ଆଉ ଏକ ତଥ୍ୟ ସାମନାକୁ ଆସିଛି । ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି କୋଭିଡର ମୌଳିକ ସତର୍କତାକୁ ପାଳନ କରାଯିବ । ତେବେ ପରବର୍ତ୍ତୀ ସମୟରେ ଗାଇଡ ଲାଇନ ଜାରି ହେଲେ ଗ୍ରହଣ କରାଯିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking