ସିମିଳିଆ ପଂଚାୟତ ମିର୍ଜାପୁର ଗାଁରେ ଶନିମନ୍ଦୀର ପ୍ରତିଷ୍ଠା

ଯାଜପୁର: ଯାଜପୁର ବ୍ଲକ ସିମିଳିଆ ପଂଚାୟତ ମିର୍ଜାପୁର ଗାଁରେ ଶନିମନ୍ଦୀର ପ୍ରତିଷ୍ଠା ହୋଇଛି । ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ମନ୍ଦୀର ପ୍ରତିଷ୍ଠା କରାଯାଇଛି । ସଂପୁର୍ଣ୍ଣ ପାରମ୍ପରିକ ଋତିନିିତି ଅନୁଯାୟୀ ହୋମ ଯଜ୍ଞ ଓ ନାମସଂକିର୍ତନ କରାଯାଇ ମନ୍ଦୀର ପ୍ରତିଷ୍ଠା କରାଯାଇଛି । ଏହି ମନ୍ଦୀର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଆଖପାଖ ଅଂଚଳର ଲୋକେ ଭିଡ ଜମାଇଥିଲେ । ସ୍ଥାନୀୟ ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here