ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ଦେବଗଡ଼ : ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ। ଦେବଗଡ଼ ଥାନା ଓ ବାରକୋଟ ବ୍ଲକ କାଲକାଠ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଫଟାଟାଙ୍ଗର୍ ଗାଁର ଯସ୍ମିନ୍ କୁଜୁର୍(୬୨ ବର୍ଷ)। ସୂଚନାନୁଯାୟୀ, ଫଟାଟାଙ୍ଗର୍ ଗାଁର ଯସ୍ମିନ୍ କୁଜୁର୍ ସୋମବାର ସକାଳେ ଜମିକୁ ଘାସ ବାଛିବାକୁ ଯାଉଥିଲେ। ଏତିକି ବେଳେ ଏକ ଦନ୍ତା ହାତୀ ତାଙ୍କୁ ଟେକି କଚାଡ଼ି ଦେଇଛି। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ … Continue reading ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ