ବଢୁଛି ହୀରାକୁଦ ଜଳଭଣ୍ଡାର

ହୀରାକୁଦ : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳସ୍ତର । ପ୍ରତି ସେକେଣ୍ଡରେ ୧ଲକ୍ଷ ୪୨ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩୩ ହଜାର ୬୫୭ କ୍ୟୁସେକ ଜଳା ଜଳସ୍ତର ବୃଦ୍ଧି ପାଇଲେ ହୀରାକୁଦ ସୁଇସ୍ ଗେଟ୍ ଖୋଲିପାରେ ବୋଲି ସୂଚନା ଦେଇଛନ୍ତି ହୀରକୁଦ ଜଳଭଣ୍ଡାର … Continue reading ବଢୁଛି ହୀରାକୁଦ ଜଳଭଣ୍ଡାର