ପହଣ୍ଡି କରୁଥିବା ସମୟରେ ଚାଲିଗଲା ଭକ୍ତଙ୍କ ଜୀବନ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା । ମହାପ୍ରଭୁଙ୍କ ପହଣ୍ଡି କରୁଥିବା ସମୟରେ ଚାଲିଯାଇଛି ଭକ୍ତଙ୍କ ଜୀବନ । କିଏ ଜାଣିଥିଲା ଜାଗାକୁ ଦର୍ଶନ କରିବା ତାଙ୍କ ଶେଷ ଦର୍ଶନ ହେବ ବୋଲି । ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ଯୋଗଦାନ କରୁଥିଲେ । ବିଶେଷକରି ରଥଯାତ୍ରା ହେଉ କି ବାହୁଡାଯାତ୍ରା ସେଦିନ ତମାମ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ସେବା କରୁଥିଲେ । କିନ୍ତୁ ଜୀବନର ଶେଷ ମୁହୂର୍ତ୍ତ ଆସିଗଲେ କିଏବା ଅଟକାଇ … Continue reading ପହଣ୍ଡି କରୁଥିବା ସମୟରେ ଚାଲିଗଲା ଭକ୍ତଙ୍କ ଜୀବନ
Copy and paste this URL into your WordPress site to embed
Copy and paste this code into your site to embed