ବଦଳିପାରେ ସ୍କୁଲ୍ ଖୋଲିବା ନିଷ୍ପତି

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ୍ ଖୋଲିବା ନିଷ୍ପତି ବଦଳିପାରେ । ବଦଳିପାରେ ସ୍କୁଲ୍ ଖୋଲିବା ନିଷ୍ପତି । ଏ ନେଇ ସୂଚନା ଦେଲେ ଡିଏମ୍‌ଇଟି ରମାରମଣ ମହାନ୍ତି । ପୂର୍ବ ସ୍ଥିତି ଦେଖି ସରକାର ସ୍କୁଳ୍ ଖୋଲିବା ନିଷ୍ପତି ନେଇଥିଲେ । ରାଜ୍ୟରେ ଧିରେ ଓମିକ୍ରନ୍ ଆକ୍ରାନ୍ତଙ୍କ ବଢ଼ୁଛି । ପୂର୍ବରୁ ୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶା ରାଜ୍ୟରେ ଓମିକ୍ରନ୍ … Continue reading ବଦଳିପାରେ ସ୍କୁଲ୍ ଖୋଲିବା ନିଷ୍ପତି