ସିନେ ଜଗତର ଆର୍ଟ ଡାରେକ୍ଟର ସୁନୀଲ ବାବୁଙ୍କ ପରଲୋକ
ନୂଆଦିଲ୍ଲୀ: ଜଣାଶୁଣା ଆର୍ଟ ଡାଇରେକ୍ଟର ତଥା ପ୍ରଡକ୍ସନ୍ ଡିଜାଇନର୍ ସୁନୀଲ ବାବୁ । ୫ ଜାନୁୟାରୀ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖାପାଖି ୫୦ ବର୍ଷ ବୟସ ହୋଇଥିଲା। ସେ ମୁଖ୍ୟତଃ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଖୁବ୍ ସହଯୋଗ କରିଥିଲେ । ସୁନୀଲ ବାବୁଙ୍କ ଦେହାନ୍ତ ସମଗ୍ର ଶିଳ୍ପକୁ ଏକ ଶକ୍ତ ଝଟକା ଦେଇଛି। ସୂଚନା ଅନୁଯାୟୀ, ସୁନୀଲଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ … Continue reading ସିନେ ଜଗତର ଆର୍ଟ ଡାରେକ୍ଟର ସୁନୀଲ ବାବୁଙ୍କ ପରଲୋକ
Copy and paste this URL into your WordPress site to embed
Copy and paste this code into your site to embed