ରେଳ ଧାରଣାରେ କଟି ବୃଦ୍ଧଙ୍କ ମୃତ୍ୟୁ

ରେଙ୍ଗାଲି :ସମ୍ବଲପୁରରୁ ଝାରସୁଗୁଡାକୁ ସଂଯୋଗ କରୁଥିବା ରେଳ ଧାରଣାରେ କଟି ଗତକାଲି ସକାଳ ପ୍ରାୟ ୬ଟା ସମୟରେ ଭକ୍ତ ଭୋଇ (୭୦) ନାମକ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ରେଳବାଇ ପୁଲିସ ସୁତ୍ରରୁ ଏନେଇ ଖବର ମିଳିଛି। ମୃତ ଭକ୍ତ ଭୋଇ ଶାସନ ଥାନା ଅନ୍ତର୍ଗତ ନୁଆଁଖୁରିଗାଁର ବାସିନ୍ଦା ବୋଲି ଜଣାପଡିଛି । ଦୁର୍ଘଟଣାର ଖବର ପାଇ ରେଳବାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ … Continue reading ରେଳ ଧାରଣାରେ କଟି ବୃଦ୍ଧଙ୍କ ମୃତ୍ୟୁ