ଲଜ୍‌ରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ

ଭଦ୍ରକ: ଷ୍ଟେସନ ପାଖ ଏକ ଲଜରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଉ୍‌ାର ପରେ ଭଦ୍ରକ ମେଡିକାଲରେ ଚିକିତ୍ସାୀନ ଅବସ୍ଥାରେ ମୃତ ହୋଇଥିବା ସୂଚନା ରହିଛି । ଗତକାଲି ୨ ଜଣ ଯୁବକ ଷ୍ଟେସନ୍ ପାଖ ଲଜରେ ରହିଥିଲେ । ରାତିରେ ଯୁବକ ଜଣଙ୍କ କୌଣସି କାରଣରୁ ଆତ୍ମହତ୍ୟା ଉ୍ୟମ କରିଥିଲେ । ଲଜରେ ଥିବା ଯୁବତୀଙ୍କ ସହାୟତାରେ ଯୁବକଙ୍କୁ ମେଡିକାଲ ନିଆଯାଇଥିଲା । ସମ୍ପୃକ୍ତ ଯୁବତୀଙ୍କୁ ସୁାରଗୃହକୁ ପଠାଇ ପୋଲିସର ଛାନଭିନ ଚାଲିଛି ।