30.1 C
Bhubaneswar
Sunday, August 7, 2022
Homeଓଡିଶାରେଲୱେ ଟ୍ରାକରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ରେଲୱେ ଟ୍ରାକରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ୍ ନିକଟ ରେଲୱେ ଟ୍ରାକରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨ଜଣଙ୍କ ମୃତଦେହ ମଧ୍ୟରୁ ଜଣେ ବିବାହିତ ପୁରୁଷ ଓ ଅନ୍ୟଜଣେ ଯୁବତୀ ବୋଲି ସୂଚନା ମିଳିଛି । ବିବାହିତ ପୁରୁଷ ଜଣଙ୍କ ରେଲୱେର ଜଣେ ଠିକା ସଫେଇ କର୍ମଚାରୀ ବୋଲି ସୂଚନା ମିଳିଛି । ଉଭୟଙ୍କ ଘର ବୈଦ୍ୟନାଥପୁର ଥାନା ଲାଞ୍ଚିପଲି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ରେଲୱେପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ହେଲେ ଚର୍ଚ୍ଚା ହେଉଛିକି ଏହା ପ୍ରେମଜନିତ ମୃତ୍ୟୁ ବୋଲି । ତଦନ୍ତ ହେଲେ ଘଟଣାରର ସତ୍ୟାସତ୍ୟ ପଦାକୁ ଆସିବ । ଏହା ହତ୍ୟା ନା ଆତ୍ମହତ୍ୟା ।

ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking