34.1 C
Bhubaneswar
Thursday, April 25, 2024
Homeଓଡିଶାବାସୁଦେବ ଏବଂ ଜଗନ୍ନାଥଙ୍କୁ ସହାୟତା କଲା ସିଡବ୍ଲୁସି

ବାସୁଦେବ ଏବଂ ଜଗନ୍ନାଥଙ୍କୁ ସହାୟତା କଲା ସିଡବ୍ଲୁସି

ମାଲକାନଗିରି: କିଛିଦିନ ତଳେ ଗଣମାଧ୍ୟମ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପଲଟିଥିବା ମାଥିଲି ବ୍ଲକ ର ୯ବର୍ଷର ବାଳକ ବାସୁଦେବ ବିକ୍ରି ହୋଇଥିବା ଖବର ପରେ ଜିଲ୍ଲା ପ୍ରଶାସନ ଏହି ବାଳକ ବାସୁଦେବ ଏବଂ ଜଗନ୍ନାଥଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ପୁଣି ହସିବ କୁନି ବାଳକ ବାସୁଦେବ ଭୂମିଆ,ତାର କୁନି କୁନି ଆଖିରେ ଦେଖିଥିବା ଅସୁମାରୀ ସ୍ୱପ୍ନ ସତ ହେବ କାହିଁକି ନା କଥା ଦେଇ କଥା ରଖିଛନ୍ତି ମାଥିଲି ବି. ଡି. ଓ ଶ୍ରୀ ଆଶିଷ କୁମାର ଭୋଇ ଆଉ ବାସୁଦେବ କୁ ସହାୟତାର ହାତ ବଢାଇଛନ୍ତି ,ଆସନ୍ତା କାଲି ଏହି ଖବର ପ୍ରସାରଣ କରିବା ପରେ ମାଥିଲି ବି. ଡି. ଓ ଙ୍କ ଜରିଆରେ cwc ଓ ଶିଶୁ ସୁରକ୍ଷା ଅଧିକାରୀ ଆଜି ନାବାଳକ ଦୁଇ ଭାଇ ବାସୁଦେବ ଓ ଜଗନ୍ନାଥ ଙ୍କୁ ଉଦ୍ଧାର କରି ପରିବର୍ତ୍ତନ ଶିଶୁ ଗୃହରେ ରଖିବା ସହ । ବାସୁଦେବ କୁ ବିକ୍ରି କରାଯାଇଛି କି ନାହିଁ ତାହା ତଦନ୍ତ ପରେ ଜଣା ପଡିବ। ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ନାରାୟଣ ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking