ମହିଳାଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ବାସନ ମାଜିବା ବେଳେ ମହିଳାଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର । ରାଜନଗର ଥାନା ଚାନ୍ଦିବାଉଂଶମୂଳ ହାତିଆଗଡି ଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । କେନାଲରେ ବାସନ ମାଜିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଗ୍ରାମବାସୀଙ୍କ ପକ୍ଷରୁ କେନାଲରେ ମହିଳାଙ୍କୁ ଖୋଜାଖୋଜି ଜାରି ରହିଛି । ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ