34.1 C
Bhubaneswar
Friday, March 29, 2024
Homeଓଡିଶାଜିଅନ୍ତା ଜଳିଗଲେ ଦମ୍ପତ୍ତି

ଜିଅନ୍ତା ଜଳିଗଲେ ଦମ୍ପତ୍ତି

ଝାରସୁଗୁଡ଼ା : ଆଜି ସକାଳୁ ଝାରସୁଗୁଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଝାରସୁଗୁଡ଼ା ବ୍ରଜରାଜନଗରରେ ଜିଅନ୍ତା ଜଳନଗଲେ ଦମ୍ପତ୍ତି । ଏଭଳି ଏକ ଦୁଃଖଦ ଘଟଣା କୋଇଲା ଚୁଲାରୁ ନିଆଁ ଲାଗି ଘଟିଛି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ଉଦ୍ଭୟେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତିି । ଘଟଣାସ୍ଥଳରେ ରାମପୁର ପୋଲିସ୍ , ଦମକଳବାହିନୀ ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ସ୍ୱଷ୍ଟ ହୋଇଛି ଯେ, ଏହି ଦୁଃଖଦ ଘଟଣା କୋଇଲା ଚୁଲାରୁ ନିଆଁ ଲାଗି ଘଟିଯାଇଛି । ବାହାରୁ କୋଇଲା ଚୁଲାକୁ ଘର ଭିତରକୁ ଆଣିବା ସମୟରେ ପ୍ରଥମେ ସ୍ତ୍ରୀଙ୍କ ଲୁଗାରେ ନିଆଁ ଲାଗିଥିଲା । ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ସ୍ତ୍ରୀ ଉଦ୍ଭୟେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking