ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହେଲା ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍‌

ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସବୁଠୁ ବଡ଼ କେବଲ୍-ଷ୍ଟେଡ୍‌ ‍ବା କେବଲ୍ ଆଧାରିତ ବ୍ରିଜ୍ ଉଦ୍‌ଘାଟନ କରିଛନ୍ତି। ଗୁଜରାଟର ଦ୍ୱାରକାରେ ଏହି ବ୍ରିଜ୍‌ ନିର୍ମାଣ ହୋଇଛି । ଏହାର ନାଁ ରହିଛି ‘ସୁଦର୍ଶନ ସେତୁ’। ଓଖା ଓ ବେଟ୍ ଦ୍ୱାରକା ଦୀପକୁ ସଂଯୋଗ କରୁଛି ଏହି ସେତୁ। ଏହି ବ୍ରିଜ୍‌ ପାଇଁ ୯୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସୁଦର୍ଶନ ସେତୁର ଲମ୍ବ ୨.୩ କିଲୋମିଟର ଓ ଏହାର ଓସାର ୨୭.୨୦ … Continue reading ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହେଲା ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍‌