ନୂଆଦିଲ୍ଲୀ: ମୁସଲିମ ବହୁଳ ଦେଶ ଇଣ୍ଡୋନେସିଆରେ ଲିଭ୍-ଇନ୍ ରିଲେସନସୀପ୍ ଉପରେ କଡ଼ା ନିୟମ ପ୍ରବର୍ତ୍ତନ କରିଛନ୍ତି ସରକାର। ବହୁପ୍ରତିକ୍ଷିତ ଏବଂ ବିବାଦୀୟ ଦଣ୍ଡସଂହିତାକୁ ସଂସୋଧନକୁ ଦେଶର ସଂସଦ ମଞ୍ଜୁରୀ ଦେଇଛି। ଏହି ଅଇନ୍ ଅନୁଯାୟୀ ବିବାହ ପୁର୍ବରୁ ଶାରୀରିକ ସମ୍ପର୍କ ରଖିବା ଏକ ଦଣ୍ଡନୀୟ ଅପରାଧ। ଏଥିରେ ଲିଭ୍-ଇନ୍-ରିଲେସନସିପ୍ ଏବଂ ପରିକିୟା ପ୍ରତି(ଏକ୍ସଟ୍ରା ମାରିଟିଆଲା ଆଫୟାର୍ସ) ମଧ୍ୟ ସାମିଲ ରହିଛି। ଏହି ଆଇନ୍ ଦେଶର ନାଗରିକ ମାନଙ୍କ ସହିତ ବିଦେଶୀଙ୍କ ଉପରେ ମଧ୍ୟ ଲାଗୁ ହେବ। ତେବେ … Continue reading ଲିଭ୍-ଇନ୍-ରିଲେସନ୍ସୀପ୍ ଉପରେ ପ୍ରତିବନ୍ଧକ ଲଗାଇଲେ ଏହି ଦେଶର ସରକାର, ପରିକିୟା ପ୍ରୀତି ଉପରେ ମଧ୍ୟ କଡ଼ା ନିୟମ ଲାଗୁ
Copy and paste this URL into your WordPress site to embed
Copy and paste this code into your site to embed