୧୫ ବର୍ଷ ତଳେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଶ କେବେ ବି ଭୁଲି ପାରିବନାହିଁ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଲେ ମୋଦି । ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ବର୍ଷ ତଳେ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀ ଆକ୍ରମଣକୁ ଦେଶ କେବେ ବି ଭୁଲି ପାରିବନାହିଁ । ଆକ୍ରମଣରୁ ଆମେ ଅନେକ ଶିକ୍ଷା ଲାଗ କରିଛୁ । ଭୋକାଲ୍ ଫର୍ ଲୋକାଲ୍ ପାଇଁ ପୁଣି ମୋଦିଙ୍କ ଆହ୍ୱାନ । ଦେଶୀ … Continue reading ୧୫ ବର୍ଷ ତଳେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଶ କେବେ ବି ଭୁଲି ପାରିବନାହିଁ: ମୋଦି