ଜନସଂଖ୍ୟା ହ୍ରାସ ଯୋଗୁଁ ଚିନ୍ତାରେ ଏହି ଦେଶ…….

ନୂଆଦିଲ୍ଲୀ: ଜନସଂଖ୍ୟା ହ୍ରାସ ଯୋଗୁଁ ଜାପାନ ଏକ ଗୁରୁତର ସଙ୍କଟ ଦେଇ ଗତି କରୁଛି । ଦେଶରେ ଜନ୍ମ ହାର ହ୍ରାସ ଯୋଗୁଁ ଜାପାନ ସରକାର ଦୀର୍ଘ ଦିନ ଧରି ଏହି ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । ନିକଟରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଜନସଂଖ୍ୟା ସଙ୍କଟ ଆଶଙ୍କାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ଦେଶରେ ଜନସଂଖ୍ୟା ହ୍ରାସ ଯୋଗୁଁ ଜାପାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି । ଦେଶରେ ହ୍ରାସ … Continue reading ଜନସଂଖ୍ୟା ହ୍ରାସ ଯୋଗୁଁ ଚିନ୍ତାରେ ଏହି ଦେଶ…….