33.1 C
Bhubaneswar
Wednesday, April 24, 2024
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗ ନିର୍ବାଚନ ; ୧୩ ଜଣ ପାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ପଶ୍ଚିମବଙ୍ଗ ନିର୍ବାଚନ ; ୧୩ ଜଣ ପାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ପଶ୍ଚିମବଙ୍ଗ : କଂଗ୍ରେସ , ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ୧୩ ଜଣ ପାର୍ଥୀଙ୍କ ନାମ ଘୋଷଣା କରିଛି । କଂଗ୍ରେସ ପାର୍ଥୀ ମାନଙ୍କର ସୂଚୀ ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରଭାରୀ ମୁକୁଲ ବାସନିକ ଜାରୀ କରିଛନ୍ତି । କେନ୍ଦ୍ର ନିର୍ବାଚନ ଆୟୋଗ କମିଟିର ବୈଠକ ପରେ ପଶ୍ଚିିମବଙ୍ଗ ନିର୍ବାଚନ ପାଇଁ କଂଗ୍ରେସ ପାର୍ଥୀ ମାନଙ୍କ ତାଲିକା ଘେଷଣା କରିଛି ।

ସୂଚନାଯୋଗ୍ୟଯେ, ଏହ ପୁର୍ବରୁ ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପାର୍ଥୀ ତାଲିକା ଘୋଷଣା କରିଥିଲା । ବିଜେପି ପ୍ରଥମ ଚରଣ ନିର୍ବାଚନ ପାଇଁ ମୋଟ ୫୭ ଜଣ ଙ୍କ ନାଁ ଘୋଷଣା କରିଛି । । ଏହା ପୁର୍ବରୁ ସରକାରରେ ଥିବା ତୃଣମୂଳ କଂଗ୍ରେସ ତରଫରୁ ୫ ମାର୍ଚ୍ଚକୁ ୨୯୧ ଜଣ ପ୍ରତ୍ୟାଶୀଙ୍କ ନାମ ଘୋଷଣା କରିଯାଇଥିଲା ।

ପ୍ରକାଶ ଥାଉ କି, ପଶ୍ଚିମବଙ୍ଗରେ ୨୯୪ଟି ସିଟ ପାଇଁ ମୋଟ ୮ ଟି ଚରଣରେ ମତଦାନ ହେବ । ୨୭ ମାର୍ଚ୍ଚକୁ ପ୍ରଥମ ଚରଣ ଭୋଟ ଦାନ କରାଯିବ । ଏହାପରେ ୩୦ଟି ପାଇଁ ୧ ଏପ୍ରିଲ ଠାରୁ ମତଦାନ ଆରମ୍ଭ ହୋଇ ୨୬ ଏପ୍ରିଲ ଯାଏଁ ଚାଲିବ । ଏହାର ଫଳାଫଳ ୨ ମେ’ କୁ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking