ରାସ୍ତା ଅବସ୍ଥା ଶୋଚନୀୟ: ୬ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ

ପୁରୀ : ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ରୋଗୀଙ୍କୁ ନେଇ ଯାଉଥିବା ୧୦୮ଆମ୍ବୁଲାନ୍ସ ୬ଘଣ୍ଟା ରାସ୍ତାରେ ଫସିରହିଲା । ଶେଷରେ ରୋଗୀକୁ ପରିବାର ଲୋକ ବାଇକ୍ ଯୋଗେ ମେଡ଼ିକାଲ ନେଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା କଣାସ ଅଞ୍ଚଳରେ । ଖବର ନେବାରେ ଜଣାପଡ଼ିଛି କଣାସ ବ୍ଲକ୍ ଅନ୍ତର୍ଗତ ଗଡ଼ିଶାଗୋଦା ପଞ୍ଚାୟତ ନଈ କୂଳପାଟଣା ଗ୍ରାମରେ ଜଣେ ରୋଗୀକୁ ଡାକ୍ତରଖାନାକୁ ନେବା ପାଇଁ ୧୦୮ଆମ୍ବୁଲାନ୍ସକୁ ପରିବାରଲୋକ ଖବର ଦେଇଥିଲେ । କଣାସ ଗୋଷ୍ଠୀ … Continue reading ରାସ୍ତା ଅବସ୍ଥା ଶୋଚନୀୟ: ୬ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ