କେନ୍ଦ୍ର ନେତୃତ୍ୱ ନବୀନଙ୍କ ବିରୋଧରେ ସ୍ୱର ଉଠାଇବେ ତ?

ଭୁବନେଶ୍ୱର : ବିଜେଡି- ବିଜେପି ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଓ ଧାଁ ଦୌଡ଼ ପରେ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ପୂର୍ଣ୍ଣଛେଦ ପକାଇଛନ୍ତି । ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନମୋହନଙ୍କ ଏହି ବକ୍ତବ୍ୟ ପରେ ବର୍ତ୍ତନ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ବିଜେପି ଏକାକୀ ଲଢ଼ିଲେ ନିର୍ବାଚନ ପ୍ରଚାରରେ କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ … Continue reading କେନ୍ଦ୍ର ନେତୃତ୍ୱ ନବୀନଙ୍କ ବିରୋଧରେ ସ୍ୱର ଉଠାଇବେ ତ?