କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ଲାଇନ୍ ଇ-କମର୍ସ ଆମାଜନ୍କୁ ଜାରି ହେଲା ନୋଟିସ୍
ନୂଆଦିଲ୍ଲୀ : ଅନ୍ଲାଇନ୍ ଇ-କମର୍ସ ଆମାଜନ୍କୁ ଜାରି ହେଲା ନୋଟିସ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଛି । ଅଯୋଧ୍ୟା ରାମ ମନ୍ଦିରରୁ କୌଣସି ପ୍ରସାଦ ପଠାଯାଇନଥିବା ବେଳେ ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ କହି ଆମାଜନ ସାଧାରଣ ମିଠା ବିକ୍ରି କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଭକ୍ତଙ୍କ ଭାବାବେଗକୁ ଆଘାତ ହୋଇଛି । ଇ-କମର୍ସ ସାଇଟ୍ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଦ୍ୱାରା ଦାଖଲ ହୋଇଥିବା … Continue reading କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ଲାଇନ୍ ଇ-କମର୍ସ ଆମାଜନ୍କୁ ଜାରି ହେଲା ନୋଟିସ୍
Copy and paste this URL into your WordPress site to embed
Copy and paste this code into your site to embed