ପାକିସ୍ତାନ ଆତଙ୍କବାଦୀ ଚଲାଉଥିବା ୧୪ ମୋବାଇଲ୍‌ ଆପ୍‌କୁ ବ୍ୟାନ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀମାନେ ବ୍ୟବହାର କରୁଥବା ୧୪ ଆପ୍‌କୁ ବ୍ୟାନ୍‌ କଲେ ଭାରତ ସରକାର। ଏହି ଆପ୍‌ ଦ୍ୱାରା ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଯୋଗାଯୋଗ କରି ହିଂସା ସୃଷ୍ଟି କରୁଥିଲେ। ବ୍ୟାନ୍‌ ହୋଇଥିବା ଆପ୍‌ଗୁଡ଼ିକ ମଧ୍ୟରେ କ୍ରାଇପ୍‌ଭାଇଜର,ଇନଗ୍‌ମା,ସେଫ୍‌ସ୍ୱିସ୍,ୱିକରମି, ମିଡିଆଫାୟାର, ବ୍ରିୟର୍, ବିଚାଟ,ନନ୍ଦବକ୍ସ, କନିଅନ, ଆଇଏମ୍‌ଓ, ଏଲିମେଣ୍ଟ,ସେକେଣ୍ଡ ଲାଇନ୍, ଜଙ୍ଗି, ଓ ଥ୍ରୀମ। ମିଳିଥିବା ସୂଚନା ଅନୁସାରେ ଏହି ଆପ୍ଲିକେସନଗୁଡିକ ବ୍ୟବହାର କରି ପାକିସ୍ତାନୀ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଥିବା ତାଙ୍କର କର୍ମୀଙ୍କୁ ମେସେଜ୍ ଦେଉଥିଲେ। ସାଂକେତିକ ଭାଷାରେ ମେସେଜ୍‌ ଆତଙ୍କୀ … Continue reading ପାକିସ୍ତାନ ଆତଙ୍କବାଦୀ ଚଲାଉଥିବା ୧୪ ମୋବାଇଲ୍‌ ଆପ୍‌କୁ ବ୍ୟାନ୍ କଲେ କେନ୍ଦ୍ର ସରକାର