28.1 C
Bhubaneswar
Thursday, March 28, 2024
Homeଓଡିଶାହଠାତ କାରରେ ଲାଗିଲା ନିଆଁ , ଅଳ୍ପକେ ରକ୍ଷା ପାଇଲେ ଚାଳକ

ହଠାତ କାରରେ ଲାଗିଲା ନିଆଁ , ଅଳ୍ପକେ ରକ୍ଷା ପାଇଲେ ଚାଳକ

ଭୁବନେଶ୍ୱର : କେହି କିଛି ଭାବିବା ପୂର୍ବରୁ ଚଳନ୍ତା କାର୍‌ରେ ଅଚାନକ ଲାଗିଲା ନିଆଁ । ସମ୍ବଲପୁର ୧୦ ନମ୍ବର ରାଜ୍ୟ ରାଜପଥ ରେଙ୍ଗାଲି ପାଖ ଶ୍ୱାମ ଡିଆରଆଇ କାରଖାନା ନିକଟରେ ମଙ୍ଗଳବାର ସଂଧ୍ୟାରେ ଏମିତି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ , ଝାରସୁଗୁଡାରୁ ସମ୍ବଲପୁର ପଟକୁ ଆସୁଥିବା ଏକ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା। କାର ପଛରେ ଆସୁଥିବା ଜଣେ ବାଇକ ଆରୋହୀ କାରରେ ନିଆଁ ଲାଗିଥିବା କହିଲା ପରେ କାର ଚାଳକ ରାସ୍ତା ଉପରେ କାରକୁ ରଖି କାରରୁ ଓଲ୍ଲାଇ ପଡିଥିଲେ। ଫଳରେ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଖବର ପାଇ ରେଙ୍ଗାଲି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେଵେ ପାଖାପାଖୀ ଅଧାଘଣ୍ଟା ପର୍ଯ୍ୟନ୍ତ କାର ଜଳିଥିବା ଦେଖୁବାକୁ ମିଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking