ସାଇବର ଲୁଟେରାଙ୍କ ଟାର୍ଗେଟ୍ରେ ରାଜଧାନୀ
ଭୁବନେଶ୍ବର: ମାସକରେ ଖାଲି ରାଜଧାନୀରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଠକ। ଗତ ମାସରେ ରାଜ୍ୟରେ ମୋଟ ୩୬୫ଟି ଅଭିଯୋଗ ଆସିଥିବା ବେଳେ ଏଥିରେ ରାଜଧାନୀର ୩୪୦ଟି ରହିଛି। ସର୍ବାଧିକ ୧୩୧ଟି ୟୁପିଆଇଜନିତ ଠକେଇ, ୭୮ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୬୪ଟି ସାମାଜିକ ଗଣମାଧ୍ୟମ ଜନିତ ଏବଂ ୬୭ଟି ଅନ୍ଲାଇନ୍ ଠକେଇ ଜନିତ ଅଭିଯୋଗ ରହିଛି। କିନ୍ତୁ ସାଇବର୍ ଥାନା ମାତ୍ର ୭ଟି ମାମଲା ରୁଜୁ କରିଛି। ସେହିପରି ଠକେଇର ପରିମାଣ ୧ … Continue reading ସାଇବର ଲୁଟେରାଙ୍କ ଟାର୍ଗେଟ୍ରେ ରାଜଧାନୀ
Copy and paste this URL into your WordPress site to embed
Copy and paste this code into your site to embed