ମନ୍ଦିର ପରିସର କୂଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ଆଠଗଡ: ମନ୍ଦିର ପରିସର କୂଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ସୃଚନା । ନୂଆପାଟଣା ପତିତପାବନ ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । ୩ ଦିନରୁ ନିଖୋଜ ଥିଲେ ବ୍ୟକ୍ତି ଜଣଙ୍କ ଆଉ ତାଙ୍କ ନାଁରେ ତିଗିରିଆ ଥାନାରେ ଏତଲା ହୋଇଥିଲା । ମୃତକ ଜଣକ ଗୌତମପୁର ଗାଁର ଜଣାପଡିଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା କିଛି ଏବେ ଯାଏଁ ଜଣାପଡି ନାହିଁ ।
Copy and paste this URL into your WordPress site to embed
Copy and paste this code into your site to embed