ପୋଖରୀରେ ବୁଡି ବର ମୃତ

ବାଲେଶ୍ୱର: ବାହାଘର ଭୋଜି ଦିନ ପାଣିରେ ବୁଡି ବର ମୃତ ।  ଗତ ୧ ତାରିଖରେ ବରର ବିବାହ ହୋଇଥିଲା ଏବଂ ଆଜି ରାତିରେ ତାଙ୍କର ଭୋଜିର ଆୟୋଜନ ଥିଲା । ରେମୁଣ୍ଡା ବ୍ଲକ ଖଡୁପାହି ଗାଁ ପୋଖରୀରେ ବୁଡ ବରର ମୃତ୍ୟୁ ହୋଇଛି । ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ବୁଡିଯାଇଥିଲେ ବର ଜଣକ । ଡାହାଣି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ