ବହି ମୋଦିଙ୍କର, ବିଜେଡି ମଲାଟ ଲାଗୁଛି : ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଟାର୍ଗେଟ । କେନ୍ଦ୍ର ଯୋଜନାକୁ କପିପେଷ୍ଟ କରି ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେଡି । ଏସଏଚଜିଙ୍କୁ ଟ୍ରେନିଂ କେନ୍ଦ୍ରର, ହେଲେ ରାଜ୍ୟ କହୁଛି ଆମେ ଦେଉଛୁ ଟ୍ରେନିଂ । ବହି ମୋଦିଙ୍କର, ବିଜେଡି ମଲାଟ ଲାଗୁଛି । ଏସଏଚଜ ମହିଳାମାନଙ୍କୁ ଭଣ୍ଡାଯାଉଛି, ମିଛ ପ୍ରତିଶ୍ରୁତି ଦଳୀୟ କାମରେ ଲଗାଯାଉଛି । ଏସଏଚଜଙ୍କୁ କେନ୍ଦ୍ର ସବୁ ସହାୟତା ଦେଉଛି, ସ୍କୁଟି ବି ଦେଉଛି କେନ୍ଦ୍ର । … Continue reading ବହି ମୋଦିଙ୍କର, ବିଜେଡି ମଲାଟ ଲାଗୁଛି : ଲେଖାଶ୍ରୀ ସାମନ୍ତସିଂହାର