38.1 C
Bhubaneswar
Tuesday, April 23, 2024
Homeଓଡିଶାଭୁବନେଶ୍ୱରରାଜଧାନୀରେ ଝୁଲୁଛି ଶବ

ରାଜଧାନୀରେ ଝୁଲୁଛି ଶବ

ଭୁବନେଶ୍ୱର : ଭୁବନେଶ୍ୱର ପାତ୍ରପଡା କାଜୁ ଜଙ୍ଗଲରେ ଝୁଲୁଛି ମୃତଦେହ । ଏକ କାଜୁ ଗଛରେ ଝୁଲୁଛି ଜଣେ  ବ୍ୟକ୍ତିଙ୍କ ମୃତଦେହ । ତେବେ ବ୍ୟକ୍ତି ଜଣକ କିଏ ବେଂ କେମିତି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି । ଗଳିତ ଶବ ଦେଖି ସ୍ଥାନୀୟ ବାସିନ୍ଦା ଛାନିଆ ହୋଇଛନ୍ତି । ହାତରେ ଘଣ୍ଟା, ପକେଟରେ ଚଷମା ଖୋଳ, ପେନ ରହିଛି । ମୃତକ ଜଣେ ବୟସ୍କ ହୋଇଥିବା ଅନୁମାନ କରାଯାଉଛି । ହତ୍ୟା ସନ୍ଦେହର ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ରକ୍ତତୀର୍ଥ ଇରମରୁ କଂଗ୍ରେସ ଆରମ୍ଭ କଲା ଜନସଂପର୍କ ଯାତ୍ରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking