ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚିପିଲିମା: ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ଅଞ୍ଚଳରେ । ମୃତକ ହେଲେ କଳାମାଟି ହରିଜନପଡ଼ା ନିବାସୀ ପ୍ରକାଶ ରନବିଡ । ତାଙ୍କୁ ୨୦ ବର୍ଷ ବୟସ ହୋଇଥିବା ଜଣାପଡିଛି । ପ୍ରକାଶ ଥାଉକି ସବୁଦିନ ପରି ସୋମବାର ସକାଳ ୯ଟାରେ ପ୍ରକାଶ ନିଜ କର୍ତ୍ତବ୍ୟସ୍ଥଳ ଲଡ଼ୁଖାଇ ସ୍ଥିତ ବେହେରା ପେଟ୍ରୋଲ ପମ୍ପକୁ ଆସିଥିଲେ। ତେବେ ଦିନ ୧୨ଟା ସମୟରେ ସେ … Continue reading ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର