ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଛତା ଗାଁର ମୋହରୀ ଫେର୍ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି କୋମନା ପୁଲିସ। ମୃତ ଯୁବକ  ଉକ୍ତ ଗାଁର ଲଳିତ ମାଝୀ (୩୬) ବୋଲି ଜଣାପଡ଼ିଛି। ଗତ ୪ ଦିନ ତଳେ ମୃତ ଯୁବକ ଘରୁ ବାହାରି ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ବି ଲଲିତଙ୍କ କିଛି ପତ୍ତା ମିଳିନଥିଲା। ଏନେଇ ପରିବାର ଲୋକେ ଲଳିତ ନିଖୋଜ … Continue reading ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର