କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଇଁତଳା  ଥାନା ଖଲିଆପାଲି ଗାଁ ମୁଣ୍ଡ କୂଅରୁ ଉଦ୍ଧାର ହୋଇଥିବା ସୂଚନା ରହିଛି । ମୃତକ ସେହି ଗାଁର, ୨୦ ତାରିଖରୁ ନିଖୋଜ ଥିଲେ । ପିନ୍ଧିଥିବା ସାର୍ଟରେ ରକ୍ତ ଦାଗ, ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । ୯୧ ବର୍ଷରେ ପଦାର୍ପଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ