ନାବାଳିକା ମୃତଦେହ ପୋଖରୀରୁ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲାର ବିଂଝାରପୁର ଓ ଦଶରଥ ପୁର ବ୍ଲକ ରେ ନାବାଳିକା ନିଖୋଜ ଓ ଅତ୍ୟାଚାର ପ୍ରଭୁତି ଅନେକ ଘଟଣା ମାନ ଘଟିବା ରେ ଦେଖାଦେଇଛି । ପିହୁ ନିଖୋଜ ର ଯାଏ ପତା ମିଳିନାହିଁ । ପୁଣି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଜଣେ ନବମ ଶେଣୀ ଛାତ୍ରୀର ମୃତଦେହ ପୋଖରୀରେ ରେ ମିଳିଛି । ଖବର ରୁ ପ୍ରକାଶ ଯେ ସବୁ ଦିନ ପରି ଟ୍ୟୁସନ ଯାଇ ଆଉ ଘରକୁ … Continue reading ନାବାଳିକା ମୃତଦେହ ପୋଖରୀରୁ ଉଦ୍ଧାର