ବସ୍ତା ଭିତରୁ ନାବାଳିକା ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ଏକାତାଲି ଗ୍ରାମର ଆରଆଇ ଅଫିସ ପଛପାର୍ଶ୍ଵରେ ପୁରୁଣା ପୋଖରୀ ନିକଟରୁ ବସ୍ତା ଭିତରେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣେ ନାବାଳିକା ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ପାଇ ସଦର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବାଇକ ଚୋରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ