28.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ଟିଆରଙ୍କ ଝିଅର ମୃତଦେହ ଜବତ

ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ଟିଆରଙ୍କ ଝିଅର ମୃତଦେହ ଜବତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଦିଂବଗତ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଏନ୍ଟି ରାମାରାଓଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି  । ଗତ କିଛି ଦିନ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ କେ ଉମା ମହେଶ୍ୱରୀ ଗତି କରୁଥିବା ବେଳେ ସେ ମାନସିକ ଅବସାଦ ଦେଇ ଗତି କରୁଥିଲେ ।ଜୁବଲୀ ହିଲ୍ ସ୍ଥିତ ବାସଭନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି  । 

ସୂଚନା ମୁତାବକ ଏକ ମାମଲା ରୁଜୁ କରାଯିବା ସହ ତାଙ୍କ ଓସମାନିଆ ହସ୍ପିଟାଲକୁ ପଠାଯାଇଥିବା ଜୁବଲୀ ହିଲ୍ସ ପୋଲିସ ଅଧିକାରୀ ରାଜଶେଖର ରେଡ୍ଡୀଙ୍କ ପକ୍ଷରୁ ସୂଚିତ କରାଯାଇଛି । ଏନ୍ଟିଆରଙ୍କ ୪ଝିଅଙ୍କ ମଧ୍ୟରୁ ସେ ସର୍ବକନିଷ୍ଠ ।ସେହିପରି ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ନେଇ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking