27.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଅଜଣା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ଅଜଣା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଟମକା ଆଶ୍ରମ ସ୍କୁଲ ଭିତରୁ ଅଜଣା ବୃଦ୍ଧାଙ୍କ ମୃତ ଦେହ ମିଳିଥିଲା। ଏବିଷୟରେ ଟମକା ଥାନା ଅଧିକାରୀଣି ସଙ୍ଘମିତ୍ରା ନାୟକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ମୃତ୍ୟୁ ବୃଦ୍ଧାଙ୍କ ଶବକୁ ମଧ୍ୟ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବେବଛେଦ ପାଇଁ ପଠାଇ ଏକ କେସ୍ ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀଣୀ ସଙ୍ଘମିତ୍ରା ନାୟକ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking