ଘର ବାରଣ୍ଡାରେ ୨୪ ଘଣ୍ଟା ଧରି ପଡିରହିଛି ଜଣେ ବ୍ୟକ୍ତିଙ୍କ ମୃତଦେହ

ବ୍ରହ୍ମଗିରି: ଘର ବାରଣ୍ଡାରେ ପଡିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ଗୋପ ଗାଁରେ ୨୪ ଘଣ୍ଟା ଧରି ପଡିରହିଛି ମୃତଦେହ । ମୃତକ ପଶ୍ଚିମବଙ୍ଗର ସେହି ଘରେ ଭଡା ରହୁଥିବା ସୂଚନା । ମୃତଦେହ ଦୀର୍ଘ ସମୟ ଯାଏଁ ପଡିରହିବାରୁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ସୂଚନା । ମୋଦୀ ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା