27.1 C
Bhubaneswar
Friday, August 12, 2022
Homeଓଡିଶାଜଙ୍ଗଲ ରୁ ଉଦ୍ଧାର ହେଲା ଅଙ୍ଗନୱାଡି କର୍ମୀଙ୍କ ମୃତଦେହ

ଜଙ୍ଗଲ ରୁ ଉଦ୍ଧାର ହେଲା ଅଙ୍ଗନୱାଡି କର୍ମୀଙ୍କ ମୃତଦେହ

ଜୟପୁର : ଅଙ୍ଗନୱାଡି କର୍ମୀଙ୍କ ମୃତଦେହ ଜଙ୍ଗଲ ରୁ ଉଦ୍ଧାର ହୋଇଛି ।ମୃତକ ଜଣକ ହେଲେ ବାସନ୍ତୀ ସୈାରା । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ସୌାରା କୁହୁଡି ଗାଁ ରେ । ଗତକାଲି ରାତିରୁ ନିଖୋଜ ଥିଲେ ଅଙ୍ଗନବାଡି କର୍ମୀ । ଆଜି ସକାଳେ ଜଙ୍ଗଲରୁ ମିଳିଛି ମୃତଦେହ । ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ରାତିରେ ବାସନ୍ତୀ କୁଆଡେ  ପଳାଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ । ଏ ନେଇ ପରିବାର ଲୋକେ ଗତକାଲି ରାତିରେ ଥାନାରେ ଅଭିଯୋଗ  କରିଥିଲେ । ଆଜି ସକାଳୁ ବାସନ୍ତୀ ଙ୍କ ମୃତ ଦେହ ମିଳିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking