40.1 C
Bhubaneswar
Thursday, April 25, 2024
Homeଓଡିଶାଡଙ୍ଗାବୁଡି ଜଣେ ନିଖୋଜ

ଡଙ୍ଗାବୁଡି ଜଣେ ନିଖୋଜ

ସାଲେପୁର: ଦୋଳ ମେଲଣ ପାଇଁ ଠାକୁରଙ୍କୁ ଡଙ୍ଗାରେ ନେଇ ଯାଉଥିବା ବେଳେ ଏକ ଅଘଟଣ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ସାଲେପୁର ଅଞ୍ଚଳରେ ହେଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଦୋଳ ମେଲଣ ପାଇଁ ଡଙ୍ଗାରେ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଠାକୁରଙ୍କୁ ନେଇ ନରଦା ନାଳୀକୂଳ ଘାଟରୁ ଡଙ୍ଗାରେ ଆରପାରିକୁ ଯାଉଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ହଠାତ ବୁଡି ଯାଇଥିଲା । ତେବେ ଖବରପାଇ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ୧୯ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡିଛି ।
https://onakhabar.com/2020/03/08/byke-accident/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking