28.1 C
Bhubaneswar
Tuesday, June 28, 2022
Homeଓଡିଶାଡଙ୍ଗା ଓଲଟି ଜଣେ ନିଖୋଜ

ଡଙ୍ଗା ଓଲଟି ଜଣେ ନିଖୋଜ

ଲମତାପୁଟ: ମାଛକୁଣ୍ଡ ନଦୀରେ ଡଙ୍ଗା ଓଲଟି ଜଣେ ନିଖୋଜ । ୩ ଜଣ ଡଙ୍ଗାରେ ଯାଉଥିବା ବେଳେ ବଡ କିଚବୀ ଘାଟରେ ଓଲଟିଲା । ଲମତାପୁଟ ବାଙ୍ଗୁରିପଡାରୁ ଆନ୍ଧ୍ରର ସିନ୍ଧିପୁଟ ଫେରିବା ବେଳେ ଦୁର୍ଘଟଣା ଘଟିଛି । ୨ ଜଣ ପହଁରି ପହଁରି କୂଳ କୁ ଫେରିଥିବା ବେଳେ ଜଣେ ନିଖୋଜ ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking