ରକ୍ତ ସମ୍ପର୍କରେ ଲାଗିଲା ଛିଟା !

ମୁମ୍ବାଇ: ଯାହାକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କଲା ତା’ର ଜୀବନ ନେବାକୁ ପଛାଇଲା ନାହିଁ । ପାରିବାରିକ କହଳର ରାଗ ନିଜ ପିଲା ଉପରେ ସୁଝାଇଲା ମାଆ । 5 ମାସର ଶିଶୁପୁତ୍ରକୁ ମାରି କୂଅରେ ଫିଙ୍ଗି ଦେଲା ମାଆ। ମହାରାଷ୍ଟ୍ର କୌପଗାଓଁ ଥାନା ଅନ୍ତର୍ଗତ ଅହମ୍ମଦନଗରରେ ଏପରି ଅଭାବନୀୟ ଘଟଣା ଘଟିଛି । ପୋଲିସ ଅଭିଯୁକ୍ତ ମାଆକୁ ଅଟକ ରଖିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ … Continue reading ରକ୍ତ ସମ୍ପର୍କରେ ଲାଗିଲା ଛିଟା !