28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗପରୀକୁ ନ୍ୟାୟ ଦାବୀରେ ବିଜେପି ପକ୍ଷରୁ ପଦଯାତ୍ରା

ପରୀକୁ ନ୍ୟାୟ ଦାବୀରେ ବିଜେପି ପକ୍ଷରୁ ପଦଯାତ୍ରା

ଗୁଣୁପୁର : ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ଗ୍ରାମର 5 ବର୍ଷୀୟ ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା ର ନିରପେକ୍ଷ ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣ ସାହୁ ଙ୍କ ବହିଷ୍କାର ଦାବୀ ନେଇ ଗୁଣୁପୁର ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଥିଲା । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଉପଜିଲ୍ଲାପାଳ ଗୁଣୁପୁର ଙ୍କ ବାସ ଭବନ ଯାଏଁ ପଦଯାତ୍ରା କରାଯାଇଥିଲା । ଏଥିରେ ପୂର୍ବତନ ସାଂସଦ ହେମା ଗମାଙ୍ଗ, ବିଧାୟକ ପ୍ରାର୍ଥୀ ଶିଶିର ଗମାଙ୍ଗ, ନଗର ସଭାପତି ଶ୍ରୀନିବାସ ସ୍ବାଇଁ, ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ ଗଣପତି, ପୃଥ୍ୱୀରାଜ ପାଢ଼ୀ, ଫଳଗୁନି ଶବର ଙ୍କ ସହ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଗୁଣୁପୁର ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking