ହୁ ହୁ ହୋଇ ଜଳିଗଲା ଚଳନ୍ତା ବାଇକ

ମୟୁରଭଞ୍ଜ: ୧୮ନଂ ଜାତୀୟ ରାଜପଥର ଯୁଗଳଛକ ନିକଟରେ ଜଳିଗଲା ଚଳନ୍ତା ବାଇକ। ଅଳ୍ପକେ ବର୍ତ୍ତିଲେ ଚାଳକ । ଆଜି ସକାଳେ ମୟୂରଭଂଜ ଜିଲ୍ଲା ବିଶୋଇ ଅଞ୍ଚଳର ଜଦୁମଣି ହେମ୍ବ୍ରମ ନାମକ ଜଣେ ଯୁବକ ବାଲେଶ୍ବର କରୁଡା ଅଭିମୁଖେ ନିଜ କେଟିଏମ୍ ବାଇକରେ ଯାଉଥିବା ସମୟରେ ଘଟିଛି ଏଭଳି ଘଟଣା । ସକାଳେ କୁହୁଡି ପାଗ ଥିବାରୁ ବାଇକଟି କୌଣସି କାରଣ ଯୋଗୁଁ ସିଲ୍ପ ହୋଇଯାଇଥିଲା। ଯାହାଫଳରେ ବାଇକଟି ରାସ୍ତା ପାର୍ଶ୍ବରେ ଥିବା ଡିଭାଇଡରେ ପିଟିହୋଇ ନିଆଁ ଲାଗିଯାଇଥିଲା … Continue reading ହୁ ହୁ ହୋଇ ଜଳିଗଲା ଚଳନ୍ତା ବାଇକ