ଆସୁଛି ବଡଦିନ, ସଜେଇ ହେଲାଣି ଗୀର୍ଜାଘର

ରାଉରକେଲା : ବଡଦିନ ଆସିବାକୁ ଆଉ ୪ ଦିନ ବାକି। ଏହାକୁ ନେଇ ରାଉରକେଲା ତଥା ଏହାର ଆଖ ପାଖରେ ଥିବା ଅଞ୍ଚଳ ଯେପରି ରାଜଗାଙ୍ଗପୁର, ବୀରମିତ୍ରପୁର, ବଣେଇରେ ବସବାସ କରୁଥିବା ଖ୍ରୀଷ୍ଟିଆନ ଭାଇ-ଭଉଣୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ବିଭିନ ଜିନିଷ କିଣିବା ଲାଗି ସେମାନେ ବଜ଼ାରରେ ଭିଡ ଲଗାଉଥିବା ଦେଖିବାକୁ ମିଳିଛି। ସେପଟେ ବେପାରୀମାନେ ସାନ୍ତାକୃଜ଼ ପୋଷାକ, ରଙ୍ଗବେରଙ୍ଗର ମହମବତୀ, କେକ ବିକ୍ରି କରିବା ଦେଖିବାକୁ ମିଳୁଛି। ଗୀର୍ଜାଘରକୁ ରଙ୍ଗ ମରାଯିବା ସହ ଆଲୋକମାଳାରେ … Continue reading ଆସୁଛି ବଡଦିନ, ସଜେଇ ହେଲାଣି ଗୀର୍ଜାଘର