‘ଓଡିଶାକୁ ଭଲ ପାଇବାର ସର୍ବଶ୍ରେଷ୍ଠ ଉଦାହରଣ’

ଭୁବନେଶ୍ୱର : ଦ୍ରୈାପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ବିଜେପିର ପ୍ରତିକ୍ରିୟା । ପ୍ରେସମିଟରେ ପ୍ରତିକ୍ରିୟା ଜଣାଇଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ମୋଦୀ ସରକାର ଓଡିଶାକୁ ଭଲ ପାଇବାର ଅନେକ ଉଦାହରଣ ଛାଡିଛନ୍ତି । ଏବେ ଦ୍ରୈାପଦୀ ମୁର୍ମୁ ଙ୍କୁ ପ୍ରାର୍ଥୀ କରି ଭଲପାଇବାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି । ମୋଦୀଙ୍କ ୮ ବର୍ଷର ଶାସନରେ ଓଡିଶାକୁ ବାରମ୍ବାର ସମ୍ମାନିତ କରାଯାଇଛି । ପ୍ରଥମ ପାଳିରେ ଜଣେ ସାଂସଦ … Continue reading ‘ଓଡିଶାକୁ ଭଲ ପାଇବାର ସର୍ବଶ୍ରେଷ୍ଠ ଉଦାହରଣ’