29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମନ୍ଦିରରେ ପଶିଲା ଭାଲୁ

ମନ୍ଦିରରେ ପଶିଲା ଭାଲୁ

ନବରଙ୍ଗପୁର : ନବରଙ୍ଗପୁର ତେନ୍ତୁୁଲିଢ଼ଖୁଟି ତାରିଣୀ ମନ୍ଦିର ପରିସରରେ ଏକ ଭାଲୁକୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ଗତକାଲି ବିଳମ୍ବିତ ରାତିରେ ଏହି ଭାଲୁଟିକୁ ମନ୍ଦିର ଭିତରେ ବୁଲୁଥିବା ଦେଖିବକୁ ମିଳିଥିଲା । ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି । ଭାଲୁଟି ଗ୍ରାମର ମାଳିସାହି ପଟୁ ଆସି ମନ୍ଦିର ଭିତରେ ପଶି ଯାଇଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ ଭାଲୁଟି କିଛି ସମୟ ମନ୍ଦିର ଭିତରେ ରହିବା ପରେ କେଉଁ ଆଡେ ଚାଲିଯାଇଥିଲା ଓ କାହାର କିଛି କ୍ଷତି କରିନଥିଲା । ଖାଦ୍ୟ ଅନୁଷଣକରି ଭାଲୁଟି ମନ୍ଦିର ଭିତରକୁ ଆସିଯାଇଥିବା ସନ୍ଦେହ କରାଯାଉଛି । ତେବେ ବନ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking