ବ୍ୟାଗ ମମିତାଙ୍କର ନୁହେଁ

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ ପ୍ରସଙ୍ଗରେ ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ ମମିତାଙ୍କର ନୁହେଁ ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତ ରାଧେର ସ୍ତ୍ରୀ ଘରୁ ମିଳିଥିବା ବ୍ୟାଗ ଦେଇଥିଲା । ରାଧେର ସ୍ତ୍ରୀ ପୋଲିସକୁ ଦେଇଥିବା ବ୍ୟାଗ ମମିତାଙ୍କର ବୋଲି ସନ୍ଦେହ ଥିଲା । ତେବେ ବ୍ୟାଗ ସଂପର୍କରେ ପରିବାର ଲୋକେ କିଛି କହିନାହାନ୍ତି । ମମିତାଙ୍କ ମୃତଦେହ ନିକଟରୁ ମିଳିଥିବା ଚେନ, ପାଉଁଜି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର  କରିଛି । ପରିବାର ଲୋକ ଚିହ୍ନଟ କରିବା ପରେ ହସ୍ତାନ୍ତର କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here