39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଘୁଞ୍ଚିବନି ନିଟ୍ ପିଜି ପରୀକ୍ଷା

ଘୁଞ୍ଚିବନି ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ : ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନ ଖାରଜ । ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ପୂର୍ବ ନିର୍ଦ୍ଧାରିତ ମେ ୨୧ ରେ ହିଁ ହେବ ନିଟ୍ ପିଜି ପରୀକ୍ଷା । ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଯିବ କହିଲେ କୋର୍ଟ । ପରୀକ୍ଷା ଘୁଞ୍ଚାଇବା ଦ୍ୱାରା ରୋଗୀ ସେବା ପ୍ରଭାବିତ ହୋଇପାରେ ବୋଲି କହିଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking