ଦାରିଙ୍ଗବାଡିରେ ବଢୁଛି ଶୀତର ପରିମାଣ

ଦାରିଙ୍ଗବାଡ଼ି : ଓଡ଼ିଶାର କାଶ୍ମୀର ହେଉଛି ଦାରିଙ୍ଗବାଡ଼ି ଏହି ଶୀତୁଆ ସକାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସନ୍ତି। ଏଠାକୁ ଶୀତର ମଜା ନେବା ପାଇଁ ଅନେକ ସ୍ଥାନରୁ ପର୍ଯ୍ୟଟକ ଆସନ୍ତି ଏବଂ ଏହି ଶୀତକୁ ମନ ଭରି ଉପଭୋଗ କରନ୍ତି। ବର୍ତ୍ତମାନ ଦାରିଙ୍ଗବାଡିରେ ପାରଦ ଖସିବାରୁ ଶୀତର ପରିମାଣ ବଢିବାରେ ଲାଗିଛି। ଦାରିଙ୍ଗବାଡ଼ିରେ ଗତକାଲି ଦିନ ୧୫.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଆଜି ସକାଳୁ ଏହା ୧୩.୫ … Continue reading ଦାରିଙ୍ଗବାଡିରେ ବଢୁଛି ଶୀତର ପରିମାଣ