ରାଜ୍ୟରେ ବଢିବ ତାତିର ପରିମାଣ

ଭୁବନେଶ୍ୱର : ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଆଜିଠୁ ପାଗରେ ପରିବର୍ତନ ଆସିବ । ଏବଂ ମାର୍ଚ୍ଚ ମାସ ଶେଷ ବେଳକୁ ଅର୍ଥାତ ୨୮ ତାରିଖ ପରଠାରୁ ଅସହ୍ୟ ଖରା ଅନୁଭୂତ ହେବ । ଏହାସହ ବୈାଦ୍ଧ , ସୋନପୁର , ବଲାଙ୍ଗୀର , ଝାରସୁଗୁଡା, ଟିଟିଲାଗଡ ଆଦି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ଆସନ୍ତା କାଲି ଠାରୁ ତାପମାତ୍ରା ୮ ରୁ … Continue reading ରାଜ୍ୟରେ ବଢିବ ତାତିର ପରିମାଣ