37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଓଟିଭି କରିଥିବା ଜବରଦଖଲ ଜମିରେ ମାପଚୁପ କରି ନାଲି ପତାକା ପୋତିଲା ପ୍ରଶାସନ

ଓଟିଭି କରିଥିବା ଜବରଦଖଲ ଜମିରେ ମାପଚୁପ କରି ନାଲି ପତାକା ପୋତିଲା ପ୍ରଶାସନ

ଖୋର୍ଦ୍ଧା : ସାରୁଅ ଠାରେ ଥିବା ଓଟିଭିର ଷ୍ଟୁଡିଓ ଜମି ବିବାଦ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇବା ପରେ ଆଜି ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ଷ୍ଟୁଡିଓକୁ ସଂଯୋଗ କରୁଥିବା ରାସ୍ତାଟି ଗୋଚର କିସମ ଜମି ହୋଇଥିବାରୁ ତାହାର ମାପଚୁପ କରି ନାଲି ପତାକା ପୋତିଛି ପ୍ରଶାସନ । ସେହିପରି ଆଜି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲାପାଳ ଘଟଣା ସ୍ଥଳ ପରିଦର୍ଶନ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲେ ଜବରଦଖଲ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking